ଗଙ୍ଗଶିଉଳି ଏକ ସୁପରିଚିତ ଗଛ । ଓଡ଼ିଆରେ ଏହାକୁ ଶୃଙ୍ଗାର ହାର ବା ଶେଫାଳୀ କୁହାଯାଉ ଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ ଆଦି କୁହାଯାଏ ।ଗୁଣକର୍ମଗଙ୍ଗ ଶିଉଳିର ପତ୍ରଗୁଡିକ ଖୁବ୍ ପିତା। ...
Managed with Studio Lekhani